୨ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ,

ଉଦଳା: ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ଆଜି ଖୁଣ୍ଟାଥାନା କହ୍ନେଇବନ୍ଧ ନିକଟ ଧନାପନା ଛକରେ ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ  ଘଟଣାସ୍ଥଳରେ  ୨ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛି। ଖୁଣ୍ଟାଥାନା କହ୍ନେଇବନ୍ଧ ନିକଟ ଧନାପନା ଛକରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର ପରେ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।