୨୦ରେ ପୁରୀରେ ମୋଦିଙ୍କ ରୋଡ୍‌ ସୋ', ଅନୁଗୁଳ-କଟକ ଜନସଭାରେ ହେବେ ସାମିଲ

ପୁରୀ ୧୨।୦୫ : ୨୦ରେ ମୋଦିଙ୍କ ରୋଡ୍‌ ସୋ । ପୁରୀରେ ରୋଡ୍ ସୋ କରିବେ ମୋଦି । ମେ ୧୫ରେ ଓଡ଼ିଶାରେ ପ୍ରଚାର କରିବେ ଅମିତ୍ ଶାହ । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ପ୍ରଚାର କରିବାର ଯୋଜନା ରହିଛି । ଅନୁଗୁଳ, କଟକ ଜନସଭାରେ ସାମିଲ ହେବେ । ୧୭ରେ ହିଞ୍ଜିଳିରେ ପ୍ରଚାର କରିବେ ଜେପି ନଡ୍ଡା । ସୁନ୍ଦରଗଡ଼, ପଦ୍ମପୁରରେ ବି ପ୍ରଚାର କରିବାର ଯୋଜନା ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର ।