୫ ଜଣ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ, ଲାପ୍‌ଟପ୍‌-ମୋବାଇଲ-କ୍ରେଡିଟ୍‌ କାର୍ଡ ସିଜ୍‌

ଭୁବନେଶ୍ୱର ୧୮।୦୬ : ସାଇବର ଥାନା ପୋଲିସକୁ ସଫଳତା । ୫ ଜଣ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ । ଏହାସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ମଧ୍ୟରେ ଲାପ୍‌ଟପ୍‌, ମୋବାଇଲ, କ୍ରେଡିଟ୍‌ କାର୍ଡ, ଚେକ୍‌ ବୁକ୍‌ ଆଦି ରହିଛି । 