୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ଗଜପତି ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପାଣ୍ଡିଆନ୍
ଗଜପତି ୨୩।୦୧ : ମଙ୍ଗଳବାର ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି l ହେଲିକପ୍ଟର ଯୋଗେ ଆସି ଦିନ ୧୧ଟାରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମରେ ଅବତରଣ କରିବେ l ଏହାପରେ ସେ ଗଜପତି ଷ୍ଟାଡିଅମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି l ଏହାପରେ ସେଞ୍ଚୁରୀୟାନ ପବ୍ଲିକ ସ୍କୁଲରେ ପହଞ୍ଚି ଆଲୋଚନା କରିବେ l ପରେ ହେଲିକପ୍ଟର ଯୋଗେ ଯାଇ ୧୨.୨୦ରେ କାଶୀନଗର ସ୍ଥିତ ବାରଣାସୀ ହାଇସ୍କୁଲ ପଡିଆରେ ଅବତରଣ କରିବେ l ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ l ସେଠାରୁ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୧.୩୦ରେ ମୋହନା ନିର୍ବାଚନ ମଣ୍ଡଳୀ ଅତର୍ଗତ ରାମଗିରି ଏସଏସଡି ହାଇସ୍କୁଲ ପଡିଆରେ ଅବତରଣ କରିବେ l ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି l https://www.prameyanews7.com/virat-kohli-replacement-for-first-two-tests-against-england/ The post ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ଗଜପତି ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପାଣ୍ଡିଆନ୍ appeared first on Prameya News7.
ଗଜପତି ୨୩।୦୧ : ମଙ୍ଗଳବାର ୫ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି l ହେଲିକପ୍ଟର ଯୋଗେ ଆସି ଦିନ ୧୧ଟାରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମରେ ଅବତରଣ କରିବେ l ଏହାପରେ ସେ ଗଜପତି ଷ୍ଟାଡିଅମରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦେଇ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି l

ଏହାପରେ ସେଞ୍ଚୁରୀୟାନ ପବ୍ଲିକ ସ୍କୁଲରେ ପହଞ୍ଚି ଆଲୋଚନା କରିବେ l ପରେ ହେଲିକପ୍ଟର ଯୋଗେ ଯାଇ ୧୨.୨୦ରେ କାଶୀନଗର ସ୍ଥିତ ବାରଣାସୀ ହାଇସ୍କୁଲ ପଡିଆରେ ଅବତରଣ କରିବେ l ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବେ l ସେଠାରୁ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୧.୩୦ରେ ମୋହନା ନିର୍ବାଚନ ମଣ୍ଡଳୀ ଅତର୍ଗତ ରାମଗିରି ଏସଏସଡି ହାଇସ୍କୁଲ ପଡିଆରେ ଅବତରଣ କରିବେ l ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି l
The post ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ଗଜପତି ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ପାଣ୍ଡିଆନ୍ appeared first on Prameya News7.