୭୫ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ
ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଶୁଭ ଅବସରରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି। ଏଥର ପରେଡରେ ଆଇପିଏସ୍ ଅଫିସର ଏ.ବି. ଶିଳ୍ପା ନେତୃତ୍ୱ ନେଇଛନ୍ତି। ପରେଡ଼ରେ ମୋଟ୍ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ଏଥିରେ ଆଇଟିବିପି, ସିଆର୍ପିଏଫ୍, ବିଏସ୍ଏଫ୍, ଅଗ୍ନିଶମ, ଓଡ୍ରାଫ୍, ଓଡ଼ିଶା ହୋମ୍ଗାର୍ଡ, ଆର୍ପିଏଫ୍, ସୈନିକ ସ୍କୁଲ୍ ପୋଲିସ ବ୍ୟାଣ୍ଡ ସମେତ […] The post ୭୫ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ appeared first on Dharitri Odia News.
ଭୁବନେଶ୍ୱର,୨୬ା୧: ଶୁକ୍ରବାର ରାଜ୍ୟରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଶୁଭ ଅବସରରେ ରାଜ୍ୟପାଳ ରଘୁବର ଦାସ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଛନ୍ତି।
ଏଥର ପରେଡରେ ଆଇପିଏସ୍ ଅଫିସର ଏ.ବି. ଶିଳ୍ପା ନେତୃତ୍ୱ ନେଇଛନ୍ତି। ପରେଡ଼ରେ ମୋଟ୍ ୬୪ କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ଏଥିରେ ଆଇଟିବିପି, ସିଆର୍ପିଏଫ୍, ବିଏସ୍ଏଫ୍, ଅଗ୍ନିଶମ, ଓଡ୍ରାଫ୍, ଓଡ଼ିଶା ହୋମ୍ଗାର୍ଡ, ଆର୍ପିଏଫ୍, ସୈନିକ ସ୍କୁଲ୍ ପୋଲିସ ବ୍ୟାଣ୍ଡ ସମେତ ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ର ପରେଡ୍ରେ ଅଂଶଗ୍ରହଣ କରିଛନ୍ତି।
The post ୭୫ତମ ସାଧାରଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ appeared first on Dharitri Odia News.