Job Scam In Bhubaneswar: ଚାକିରି ନାଁରେ ୬୦ ଲକ୍ଷ ଚଳୁ, ଠକ ଶୋଭନକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱରରେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ୫ ଜଣଙ୍କଠାରୁ ପାଖାପାଖି ୬୦ ଲକ୍ଷ ଟଙ୍କା ଠକିନେଇଛି କନ୍ସଲଟାନ୍ସି ସଂସ୍ଥା । ସମ୍ପୃକ୍ତ ସଂସ୍ଥାର ମାଲିକକୁୁ ଗିରଫ କଲା ନୟାପଲ୍ଲୀ ପୋଲିସ ।

Job Scam In Bhubaneswar: ଚାକିରି ନାଁରେ ୬୦ ଲକ୍ଷ ଚଳୁ, ଠକ ଶୋଭନକୁ ବାନ୍ଧିଲା ପୋଲିସ
Array