Panchang Today 20th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ରବିବାର । ଚନ୍ଦ୍ର- ଧନୁ ସନ୍ଧ୍ୟା ୦୬.୦୪ ଗତେ ମକର । ତିଥି- ୭ମୀ ସନ୍ଧ୍ୟା ୦୭.୦୧ ଗତେ ୮ମୀ । ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୬.୦୪ ଗତେ ସିଂହ ରାଶିର । ଘାତବାର- ମେଷ ରାଶିର ।