Odisha BJP: ଫ୍ରଣ୍ଟ ଫୁଟ୍‌ରେ ମୋହନ ସରକାର; ବ୍ୟାକଫୁଟ୍‌ରେ ସଙ୍ଗଠନ, ବଢୁଛି ଅସନ୍ତୋଷ !

ନିଷ୍ପତ୍ତିରେ ବିଳମ୍ବ ଯୋଗୁଁ ଏଯାଏଁ ଚୟନ ହେଇପାରୁନି ନୂଆ ସଭାପତି। ନିଗମ, ବୋର୍ଡ ଆଶାୟୀ ନେତାଙ୍କ କମିଲାଣି ଯୋଶ୍। ଖୋଲାଖୋଲି  କହି ପାରୁନଥିଲେ ବି କର୍ମୀଙ୍କ ଭିତରେ ବଢ଼ିଲାଣି ଅସନ୍ତୋଷ !

Odisha BJP: ଫ୍ରଣ୍ଟ ଫୁଟ୍‌ରେ ମୋହନ ସରକାର; ବ୍ୟାକଫୁଟ୍‌ରେ ସଙ୍ଗଠନ, ବଢୁଛି ଅସନ୍ତୋଷ !
Array