ଅରୁଣାଚଳ ବିଜେପି ବିଧା ୟକ ଫୋସୁମ ଖିମହୁନଙ୍କ ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ବିଜେପି ବିଧାୟକ ଫୋସୁମ ଖିମହୁନଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଯାଇଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ୨୦୧୪ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଖିମହୁନ ୫୨ ଚାଙ୍ଗଲାଙ୍ଗ ଆସନରୁ ପିପିଏ (ପିପୁଲ୍ସ ପାର୍ଟି ଅଫ ଅରୁଣାଚଳ) ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ମଧ୍ୟ ସେ ଉକ୍ତ ଆସନରୁ ବିଜେପି ଟିକେଟରେ ଜିତିଥିଲେ। ବିଧାୟକଙ୍କର ପତ୍ନୀ ଏବଂ ୨ ପିଲା ଅଛନ୍ତି।