ଉପମୁଖ୍ୟମନ୍ତ୍ରୀ ହେବା ପରେ ୧୧ ଦିନ ଉପବାସ ରହିବେ ପୱନ କଲ୍ୟାଣ, ପଛରେ ରହିଛି ଏହି କାରଣ

ଅମରାବତୀ,୨୫।୬: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ମୁଖ୍ୟ ପୱନ କଲ୍ୟାଣ ବିଜୟ ପରେ ଆଜି (ଜୁନ ୨୫) ଉପବାସ ଆରମ୍ଭ କରିଛନ୍ତି। ପୱନ କଲ୍ୟାଣ ବରାହୀ ଉମ୍ମାୱରୀ ଦିକ୍ଷା ପାଇଁ ଅମରାବତୀ ଯାଇଛନ୍ତି। ଡେପୁଟି ସିଏମ ପୱନ କଲ୍ୟାଣ ୧୧ ଦିନ ପାଇଁ ବରାହୀ ଉମ୍ମାୱରୀ ଦିକ୍ଷା ନେଇଛନ୍ତି। ଅର୍ଥାତ୍‌ ଏହି ଉପବାସ ସମୟରେ ସେ କେବଳ କ୍ଷୀର, ଫଳ ଏବଂ ତରଳ ଖାଦ୍ୟ ଖାଇବେ। ବାସ୍ତବରେ, ନିର୍ବାଚନରେ ବିପୁଳ ବିଜୟ ପରେ ପୱନ କଲ୍ୟାଣ ମାତା […] The post ଉପମୁଖ୍ୟମନ୍ତ୍ରୀ ହେବା ପରେ ୧୧ ଦିନ ଉପବାସ ରହିବେ ପୱନ କଲ୍ୟାଣ, ପଛରେ ରହିଛି ଏହି କାରଣ appeared first on Dharitri Odia News.

ଉପମୁଖ୍ୟମନ୍ତ୍ରୀ ହେବା ପରେ ୧୧ ଦିନ ଉପବାସ ରହିବେ ପୱନ କଲ୍ୟାଣ, ପଛରେ ରହିଛି ଏହି କାରଣ

ଅମରାବତୀ,୨୫।୬: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଜନସେନା ମୁଖ୍ୟ ପୱନ କଲ୍ୟାଣ ବିଜୟ ପରେ ଆଜି (ଜୁନ ୨୫) ଉପବାସ ଆରମ୍ଭ କରିଛନ୍ତି। ପୱନ କଲ୍ୟାଣ ବରାହୀ ଉମ୍ମାୱରୀ ଦିକ୍ଷା ପାଇଁ ଅମରାବତୀ ଯାଇଛନ୍ତି। ଡେପୁଟି ସିଏମ ପୱନ କଲ୍ୟାଣ ୧୧ ଦିନ ପାଇଁ ବରାହୀ ଉମ୍ମାୱରୀ ଦିକ୍ଷା ନେଇଛନ୍ତି। ଅର୍ଥାତ୍‌ ଏହି ଉପବାସ ସମୟରେ ସେ କେବଳ କ୍ଷୀର, ଫଳ ଏବଂ ତରଳ ଖାଦ୍ୟ ଖାଇବେ।

ବାସ୍ତବରେ, ନିର୍ବାଚନରେ ବିପୁଳ ବିଜୟ ପରେ ପୱନ କଲ୍ୟାଣ ମାତା ଦେବୀଙ୍କୁ ଧନ୍ୟବାଦ ଦେବା ପାଇଁ ଏଠାକୁ ଆସିଛନ୍ତି। ପୱନ କଲ୍ୟାଣ ଗତ ବର୍ଷ ଜୁନରେ ବରାହୀ ବିଜୟ ଯାତ୍ରା ମଧ୍ୟ କରିଥିଲେ। ଏହି ଅବସରରେ ସେ ବରାହୀ ଦେବୀଙ୍କୁ ପୂଜା କରିଥିଲେ ଏବଂ ଦିକ୍ଷା ନେଇଥିଲେ।

 

The post ଉପମୁଖ୍ୟମନ୍ତ୍ରୀ ହେବା ପରେ ୧୧ ଦିନ ଉପବାସ ରହିବେ ପୱନ କଲ୍ୟାଣ, ପଛରେ ରହିଛି ଏହି କାରଣ appeared first on Dharitri Odia News.