କେମିତି ଅଛନ୍ତି ଶାହରୁଖ ଖାନ୍:ଆସିଲା ଅପ୍ଡେଟ୍
ସୁପରଷ୍ଟାର ଶାହାରୁଖ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ମ୍ୟାନେଜର ପୂଜା ଡଡ୍ଲାନି କହିଛନ୍ତି। ପୂଜା ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ନିଜ ଇନଷ୍ଟାଗ୍ରାମ ଷ୍ଟାଟସ୍ରେ ପୋଷ୍ଟ କରି ପୂଜା ଲେଖିଛନ୍ତି – ଶାହରୁଖ ଖାନ୍ ବର୍ତ୍ତମାନ ଭଲ ଅଛନ୍ତି। ଆପଣମାନଙ୍କ ପ୍ରେମ, ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ। ଆଇପିଏଲ୍ କ୍ୱାଲିଫାୟର-୧ ପରେ ଶାହରୁଖ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ […] The post କେମିତି ଅଛନ୍ତି ଶାହରୁଖ ଖାନ୍:ଆସିଲା ଅପ୍ଡେଟ୍ appeared first on Dharitri Odia News.
ସୁପରଷ୍ଟାର ଶାହାରୁଖ ଖାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ତାଙ୍କ ମ୍ୟାନେଜର ପୂଜା ଡଡ୍ଲାନି କହିଛନ୍ତି।
ପୂଜା ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ନିଜ ଇନଷ୍ଟାଗ୍ରାମ ଷ୍ଟାଟସ୍ରେ ପୋଷ୍ଟ କରି ପୂଜା ଲେଖିଛନ୍ତି – ଶାହରୁଖ ଖାନ୍ ବର୍ତ୍ତମାନ ଭଲ ଅଛନ୍ତି। ଆପଣମାନଙ୍କ ପ୍ରେମ, ପ୍ରାର୍ଥନା ପାଇଁ ବହୁତ ଧନ୍ୟବାଦ।
ଆଇପିଏଲ୍ କ୍ୱାଲିଫାୟର-୧ ପରେ ଶାହରୁଖ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା ଏବଂ ଡିହାଇଡ୍ରେସନ କାରଣରୁ ତାଙ୍କୁ ଅହମ୍ମଦାବାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
The post କେମିତି ଅଛନ୍ତି ଶାହରୁଖ ଖାନ୍:ଆସିଲା ଅପ୍ଡେଟ୍ appeared first on Dharitri Odia News.