ଘର ଭିତରେ ପଶି ୨ ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ

ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେରେ ଥିବା  ବୁଲେଟ୍‌ ଓ  ବାଇକ୍‌କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜାଳି ଦେଇଛନ୍ତି। ଏକ ବଡ଼ଧରଣର ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ବାଇକ୍‌ ୨ଟିକୁ କିଏ କାହିଁକି ଜାଳି ଦେଇଛି କାରଣ ସ୍ପଷ୍ଟ ହୋଇନାହିଁ। ତେବେ କେହି ଦୁର୍ବୃତ୍ତ ବାଇକ୍‌ ୨ଟିକୁ ଜାଳି ଦେଇଛନ୍ତି କି ଶଟ୍‌ସର୍କିଟ୍‌ରୁ ଏଭଳି ଘଟିଛି। ତଦନ୍ତ କଲେ ଜଣାପଡ଼ିବ […] The post ଘର ଭିତରେ ପଶି ୨ ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ appeared first on Dharitri Odia News.

ଘର ଭିତରେ ପଶି ୨ ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ

ପାଟଣା,୨ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗ୍ରାମର ତରଣୀସେନ ପାତ୍ରଙ୍କ ଘର ପରିସରରେରେ ଥିବା  ବୁଲେଟ୍‌ ଓ  ବାଇକ୍‌କୁ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜାଳି ଦେଇଛନ୍ତି। ଏକ ବଡ଼ଧରଣର ଅଘଟଣରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ବାଇକ୍‌ ୨ଟିକୁ କିଏ କାହିଁକି ଜାଳି ଦେଇଛି କାରଣ ସ୍ପଷ୍ଟ ହୋଇନାହିଁ। ତେବେ କେହି ଦୁର୍ବୃତ୍ତ ବାଇକ୍‌ ୨ଟିକୁ ଜାଳି ଦେଇଛନ୍ତି କି ଶଟ୍‌ସର୍କିଟ୍‌ରୁ ଏଭଳି ଘଟିଛି। ତଦନ୍ତ କଲେ ଜଣାପଡ଼ିବ ବୋଲି ପାଟଣା ଥାନାଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି।

The post ଘର ଭିତରେ ପଶି ୨ ବାଇକ୍‌ ଜାଳିଦେଲେ ଦୁର୍ବୃତ୍ତ appeared first on Dharitri Odia News.