ଟ୍ରେନ୍‌ ଅପହରଣ ପରେ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୦ ଆତଙ୍କବାଦୀଙ୍କୁ ନିହତ କଲା ସେନା

ଇସଲାମାବାଦ,୧୩।୩: ଗୁରୁବାର ପାକିସ୍ତାନ ସେନା ଦାବି କରିଛି ଯେ ଖାଇବର ପଖତୁନଖୱାର ଦକ୍ଷିଣ ୱାଜିରିସ୍ତାନ ଜିଲାର ଏକ ଫ୍ରଣ୍ଟିୟର୍‌ କର୍ପସ ଶିବିର ନିକଟରେ ଆତ୍ମଘାତୀ ବୋମା ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ପାକିସ୍ତାନୀ ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଜଣ୍ଡୋଲା ଚେକ୍‌ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ, ଫ୍ରଣ୍ଟିୟର୍‌ କର୍ପସ କ୍ୟାମ୍ପ ନିକଟରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଏକ ଗାଡ଼ିରେ ନିଜକୁ […] The post ଟ୍ରେନ୍‌ ଅପହରଣ ପରେ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୦ ଆତଙ୍କବାଦୀଙ୍କୁ ନିହତ କଲା ସେନା appeared first on Dharitri Odia News.

ଟ୍ରେନ୍‌ ଅପହରଣ ପରେ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୦ ଆତଙ୍କବାଦୀଙ୍କୁ ନିହତ କଲା ସେନା

ଇସଲାମାବାଦ,୧୩।୩: ଗୁରୁବାର ପାକିସ୍ତାନ ସେନା ଦାବି କରିଛି ଯେ ଖାଇବର ପଖତୁନଖୱାର ଦକ୍ଷିଣ ୱାଜିରିସ୍ତାନ ଜିଲାର ଏକ ଫ୍ରଣ୍ଟିୟର୍‌ କର୍ପସ ଶିବିର ନିକଟରେ ଆତ୍ମଘାତୀ ବୋମା ଆକ୍ରମଣ ହୋଇଛି। ଏଥିରେ ୧୦ ଜଣ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

ପାକିସ୍ତାନୀ ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଜଣ୍ଡୋଲା ଚେକ୍‌ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ, ଫ୍ରଣ୍ଟିୟର୍‌ କର୍ପସ କ୍ୟାମ୍ପ ନିକଟରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ଏକ ଗାଡ଼ିରେ ନିଜକୁ ବୋମାରେ ଉଡାଇଦେଇଛନ୍ତି।

The post ଟ୍ରେନ୍‌ ଅପହରଣ ପରେ ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୦ ଆତଙ୍କବାଦୀଙ୍କୁ ନିହତ କଲା ସେନା appeared first on Dharitri Odia News.