ଧୋଇଗଲା ପୋଲ, ରାସ୍ତା

ଥୁଆମୂଳରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ସାମାନ୍ୟ ବର୍ଷରେ ବେହାଲ ହୋଇପଡ଼ିଛି। କେଉଁଠି ପୋଲ ଧୋଇ ନେଇଛି ତୋ କେଉଁଠି ବର୍ଷ କାଦୁଅ ପାଇଁ ବଡ଼ ଗାଡ଼ି ଯାଇପାରୁ ନାହିଁ। ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଥୁଆମୂଳ ରାମପୁର, ଡୁମେରପଦରଠାରୁ ଅଡ୍ରି ପଞ୍ଚାୟତ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଆରଡି ରାସ୍ତାରେ। ଏହି ରାସ୍ତା ଏବେ ପ୍ରଶସ୍ତି ଓ ନବୀକରଣ ହେଉଛି। ହେଲେ ଚଳିତ ଅସରାଏ […] The post ଧୋଇଗଲା ପୋଲ, ରାସ୍ତା appeared first on Dharitri Odia News.

ଧୋଇଗଲା ପୋଲ, ରାସ୍ତା

ଥୁଆମୂଳରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳ ଏବେ ସାମାନ୍ୟ ବର୍ଷରେ ବେହାଲ ହୋଇପଡ଼ିଛି। କେଉଁଠି ପୋଲ ଧୋଇ ନେଇଛି ତୋ କେଉଁଠି ବର୍ଷ କାଦୁଅ ପାଇଁ ବଡ଼ ଗାଡ଼ି ଯାଇପାରୁ ନାହିଁ। ଯାହାଫଳରେ ଲୋକେ ହନ୍ତସନ୍ତ ହେଉଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଥୁଆମୂଳ ରାମପୁର, ଡୁମେରପଦରଠାରୁ ଅଡ୍ରି ପଞ୍ଚାୟତ ପର୍ଯ୍ୟନ୍ତ ଲମ୍ବି ଯାଇଥିବା ଆରଡି ରାସ୍ତାରେ। ଏହି ରାସ୍ତା ଏବେ ପ୍ରଶସ୍ତି ଓ ନବୀକରଣ ହେଉଛି। ହେଲେ ଚଳିତ ଅସରାଏ ବର୍ଷାରେ ଅଧିକାଂଶ ସ୍ଥାନରେ କଲଭର୍ଟ ଧୋଇଯାଇଥିବା ବେଳେ ଢୋଲଫାସ ଗ୍ରାମର ମୁଖ୍ୟ ରାସ୍ତାର କଲଭର୍ଟ ଏହି ବର୍ଷାରେ ସମ୍ପୂର୍ଣ୍ଣ ଭାବରେ ଧୋଇଯାଇଛି। ଫଳରେ ଯାନବାହନ ଚଳାଚଳରେ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।

The post ଧୋଇଗଲା ପୋଲ, ରାସ୍ତା appeared first on Dharitri Odia News.