ପାକିସ୍ତାନ ହାଇକମିଶନ ବାହାରେ କାର୍ଯ୍ୟକଳାପ ଅଭିଯୋଗ, ୨୪ ଘଣ୍ଟା ଭିତରେ ଦେଶ ଛାଡ଼ିବା ଲାଗି ନିର୍ଦ୍ଦେଶ
ନୂଆଦିଲ୍ଲୀ: ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ବାହାରେ କାର୍ଯ୍ୟକଳାପ ଅଭିଯୋଗ। ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନରେ କାର୍ଯ୍ୟରତ ଅଧିକାରୀ ବହିଷ୍କୃତ। ୨୪ ଘଣ୍ଟା... The post ପାକିସ୍ତାନ ହାଇକମିଶନ ବାହାରେ କାର୍ଯ୍ୟକଳାପ ଅଭିଯୋଗ, ୨୪ ଘଣ୍ଟା ଭିତରେ ଦେଶ ଛାଡ଼ିବା ଲାଗି ନିର୍ଦ୍ଦେଶ appeared first on .
ନୂଆଦିଲ୍ଲୀ: ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ବାହାରେ କାର୍ଯ୍ୟକଳାପ ଅଭିଯୋଗ। ନୂଆଦିଲ୍ଲୀସ୍ଥିତ ପାକ୍ ହାଇକମିଶନରେ କାର୍ଯ୍ୟରତ ଅଧିକାରୀ ବହିଷ୍କୃତ। ୨୪ ଘଣ୍ଟା ଭିତରେ ଦେଶ ଛାଡ଼ିବା ଲାଗି ଦିଆଯାଇଛି ନିର୍ଦ୍ଦେଶ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏନେଇ ବିବୃତି ଜାରି କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଅଧିକାରୀଜଣକ ତାଙ୍କ ଦାୟିତ୍ବ ସମ୍ପାଦନ ନ କରି ହାଇକମିଶନ ବାହାରେ କାର୍ଯ୍ୟକଳାପ କରିଆସୁଥିଲେ। ତେବେ ସମ୍ପୃକ୍ତ ଅଧିକାରୀଙ୍କ ନାମକୁ ପ୍ରକାଶ କରାଯାଇନାହିଁ। ଗତ ଏପ୍ରିଲ ୨୩ରେ ପାକ୍ ହାଇକମିଶନ ଷ୍ଟାଫଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ କରିଥିଲା ଭାରତ। ଏହା ସହ ପାକ ପ୍ରତିରକ୍ଷା, ନୌସେନା ଓ ବାୟୁସେନାର ପରାମର୍ଶଦାତାଙ୍କୁ ମଧ୍ୟ ବହିଷ୍କୃତ କରାଯାଇଥିଲା।
The post ପାକିସ୍ତାନ ହାଇକମିଶନ ବାହାରେ କାର୍ଯ୍ୟକଳାପ ଅଭିଯୋଗ, ୨୪ ଘଣ୍ଟା ଭିତରେ ଦେଶ ଛାଡ଼ିବା ଲାଗି ନିର୍ଦ୍ଦେଶ appeared first on .