ପିତାପଲ୍ଲୀ ଛକରେ ବ୍ୟବସାୟୀଙ୍କ ଠାରୁ ୧୧ଲକ୍ଷ ଟଙ୍କା ଲୁଟ୍, ୪ ଲୁଟେରା ଗିରଫ
ଭୁବନେଶ୍ୱର ୫।୪: ଖୋର୍ଦ୍ଧା ପିତାପଲ୍ଲୀ ଛକରେ ବ୍ୟବସାୟୀଙ୍କ ନିକଟରୁ ଲୁଟ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ଲୁଟେରାଙ୍କୁ ଗିରଫ କଲା ଇମ୍ଫୋଭାଲି ଥାନା ପୋଲିସ । ଲୁଟେରାଙ୍କ ନିକଟରୁ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଶାସ୍ତ୍ରୀନଗର ଖୁଚୁରା ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିଲା । ବ୍ୟବସାୟୀ ଶମ୍ଭୁନାଥ ଓ ଧର୍ମେନ୍ଦ୍ର ରେଡ୍ଡୀ ଟଙ୍କା ନେଇ ଭୁବନେଶ୍ବର ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ଲୁଟ୍ କରିଥିଲେ । ୧୧ ଲକ୍ଷର ଖୁଚୁରା ଟଙ୍କା ଅଖାରେ ଭର୍ତ୍ତି କରି ଏକ ସ୍କୁଟି ଯୋଗେ ଭୁବନେଶ୍ବର ଫେରୁଥିଲେ ସମୟରେ ଲୁଟ୍ ହୋଇଥିଲା । ସମସ୍ତ ୧୧ ଲକ୍ଷ ଟଙ୍କା ଭୁବନେଶ୍ବର ଖୁଚୁରା ବ୍ୟବସାୟୀ ଉଦୟଭାନୁ ବିଶ୍ୱାଳଙ୍କର ଥିଲା ।You Can Read :ବିଜେପିରେ ମିଶିଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ
ଭୁବନେଶ୍ୱର ୫।୪: ଖୋର୍ଦ୍ଧା ପିତାପଲ୍ଲୀ ଛକରେ ବ୍ୟବସାୟୀଙ୍କ ନିକଟରୁ ଲୁଟ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୪ ଲୁଟେରାଙ୍କୁ ଗିରଫ କଲା ଇମ୍ଫୋଭାଲି ଥାନା ପୋଲିସ । ଲୁଟେରାଙ୍କ ନିକଟରୁ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଶାସ୍ତ୍ରୀନଗର ଖୁଚୁରା ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଥିଲା । ବ୍ୟବସାୟୀ ଶମ୍ଭୁନାଥ ଓ ଧର୍ମେନ୍ଦ୍ର ରେଡ୍ଡୀ ଟଙ୍କା ନେଇ ଭୁବନେଶ୍ବର ଫେରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ଲୁଟ୍ କରିଥିଲେ । ୧୧ ଲକ୍ଷର ଖୁଚୁରା ଟଙ୍କା ଅଖାରେ ଭର୍ତ୍ତି କରି ଏକ ସ୍କୁଟି ଯୋଗେ ଭୁବନେଶ୍ବର ଫେରୁଥିଲେ ସମୟରେ ଲୁଟ୍ ହୋଇଥିଲା । ସମସ୍ତ ୧୧ ଲକ୍ଷ ଟଙ୍କା ଭୁବନେଶ୍ବର ଖୁଚୁରା ବ୍ୟବସାୟୀ ଉଦୟଭାନୁ ବିଶ୍ୱାଳଙ୍କର ଥିଲା ।
You Can Read :
ବିଜେପିରେ ମିଶିଲେ ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ