ପୁରୀ-ଚେନ୍ନାଇ ଏକ୍ସପ୍ରେସ୍ରେ ଯାନ୍ତ୍ରିକ ତ୍ରୁଟି: ପଛକୁ ଫେରିଲା ଟ୍ରେନ୍
ଭୁବନେଶ୍ୱର,୨୮।୭: ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ରବିବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଫଳରେ ଟ୍ରେନ୍ଟି ବିଳମ୍ବରେ ଛାଡ଼ିବା ସତ୍ତ୍ବେ ୩ କିମି ଯାତ୍ରା କରି ପଛକୁ ଫେରିଛି। ଟ୍ରେନର ମରାମତି ପାଇଁ ଏବେ ଉଦ୍ୟମ ଜାରି ରହିଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। The post ପୁରୀ-ଚେନ୍ନାଇ ଏକ୍ସପ୍ରେସ୍ରେ ଯାନ୍ତ୍ରିକ ତ୍ରୁଟି: ପଛକୁ ଫେରିଲା ଟ୍ରେନ୍ appeared first on Dharitri Odia News.
ଭୁବନେଶ୍ୱର,୨୮।୭: ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ରବିବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଫଳରେ ଟ୍ରେନ୍ଟି ବିଳମ୍ବରେ ଛାଡ଼ିବା ସତ୍ତ୍ବେ ୩ କିମି ଯାତ୍ରା କରି ପଛକୁ ଫେରିଛି। ଟ୍ରେନର ମରାମତି ପାଇଁ ଏବେ ଉଦ୍ୟମ ଜାରି ରହିଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।
The post ପୁରୀ-ଚେନ୍ନାଇ ଏକ୍ସପ୍ରେସ୍ରେ ଯାନ୍ତ୍ରିକ ତ୍ରୁଟି: ପଛକୁ ଫେରିଲା ଟ୍ରେନ୍ appeared first on Dharitri Odia News.