ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା : ସିବିଆଇ ତଦନ୍ତ ଆଗକୁ ନେବା ନେଇଁ ମୁହଁ ଖୋଲିଲେ ଝିଅ ଦୀପାଳି
କନକବ୍ୟୁରୋ : ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲିଲ ଝିଅ ଦୀପାଳି ଦାସ । ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ସେ କହିଛନ୍ତି କିଛି ବିଜେପି ବିଧାୟକ ବାପାଙ୍କ ମୃତ୍ୟୁ ପ୍ରସଙ୍ଗ ବାରମ୍ୱାର ଉଠାଉଛନ୍ତି । ସେମାନ ଆମ ପରିବାର ସହ ଠିଆ ହେବେ କି ବୋଲି ପ୍ରଶ୍ନ କରିଛନ୍ତି । ସିବିଆଇ ତଦନ୍ତ ଆଗକୁ ନେବେ କି ମୋହନ ସରକାର । ବାପାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ପରିବାରର ଲେଖା ମାଗୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଆମ ପରିବାରକୁ ଡାକନ୍ତୁ । ସିବିଆଇ ତଦନ୍ତ ବିଷୟରେ ନିଶ୍ଚିତ ଭାବେ ଆଗକୁ ବଢ଼ନ୍ତୁ ବୋଲି ଦୀପାଳି କହିଛନ୍ତି । ସେପଟେ ବାପାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ଦୀପାଳୀଙ୍କ ବୟାନ ଉପରେ ବିଜେପିର ପ୍ରତିକ୍ରିୟା । ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଘଟଣାର ୨ ବର୍ଷ ପରେ ଏ କଥା ଉଠାଇଲେ । ବିଧାନସଭାରେ ମଧ୍ୟ ଉଠାଇନାହାନ୍ତି ସାନ ଭଉଣୀ । ସେ ତେବେଳେ ତାଙ୍କ ସରକାର ଥିଲା. ବିଧାନସଭାରେ ଏ କଥା ଉଠାଇପାରିଥାନ୍ତେ । ହଜାର ହଜାର ଲୋକ ନବଦାସଙ୍କ ମୃତ୍ୟୁର ସତ୍ୟ ଜାଣିବାକୁ ଚାହାଁନ୍ତି । ସିବିଆଇ ତଦନ୍ତ ଚାହୁଁଥିଲେ ମୁଁ ଯିବି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେବା । --

କନକବ୍ୟୁରୋ : ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡକୁ ନେଇ ମୁହଁ ଖୋଲିଲ ଝିଅ ଦୀପାଳି ଦାସ । ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ସେ କହିଛନ୍ତି କିଛି ବିଜେପି ବିଧାୟକ ବାପାଙ୍କ ମୃତ୍ୟୁ ପ୍ରସଙ୍ଗ ବାରମ୍ୱାର ଉଠାଉଛନ୍ତି । ସେମାନ ଆମ ପରିବାର ସହ ଠିଆ ହେବେ କି ବୋଲି ପ୍ରଶ୍ନ କରିଛନ୍ତି ।
ସିବିଆଇ ତଦନ୍ତ ଆଗକୁ ନେବେ କି ମୋହନ ସରକାର । ବାପାଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ପରିବାରର ଲେଖା ମାଗୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଆମ ପରିବାରକୁ ଡାକନ୍ତୁ । ସିବିଆଇ ତଦନ୍ତ ବିଷୟରେ ନିଶ୍ଚିତ ଭାବେ ଆଗକୁ ବଢ଼ନ୍ତୁ ବୋଲି ଦୀପାଳି କହିଛନ୍ତି । ସେପଟେ ବାପାଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ଦୀପାଳୀଙ୍କ ବୟାନ ଉପରେ ବିଜେପିର ପ୍ରତିକ୍ରିୟା ।
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଘଟଣାର ୨ ବର୍ଷ ପରେ ଏ କଥା ଉଠାଇଲେ । ବିଧାନସଭାରେ ମଧ୍ୟ ଉଠାଇନାହାନ୍ତି ସାନ ଭଉଣୀ । ସେ ତେବେଳେ ତାଙ୍କ ସରକାର ଥିଲା. ବିଧାନସଭାରେ ଏ କଥା ଉଠାଇପାରିଥାନ୍ତେ । ହଜାର ହଜାର ଲୋକ ନବଦାସଙ୍କ ମୃତ୍ୟୁର ସତ୍ୟ ଜାଣିବାକୁ ଚାହାଁନ୍ତି । ସିବିଆଇ ତଦନ୍ତ ଚାହୁଁଥିଲେ ମୁଁ ଯିବି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଲେଖିକି ଦେବା ।
--