ପ୍ରେମିକାକୁ ଛୁରାମାଡ଼, ଗୁରୁତର ପ୍ରେମିକା ଏମ୍ସରେ ଭର୍ତ୍ତି

ଖୋର୍ଦ୍ଧା : ପ୍ରେମିକାକୁ ଛୁରାମାଡ଼ । ଗୁରୁତର ପ୍ରେମିକାକୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ବରୁଣେଇ ନିକଟରେ ହୋଇଛି ଏହି ଛୁରାମାଡ଼ । ୧୦ରୁ ଅଧିକ ଥର ପ୍ରେମିକ ଛୁରାମାଡ଼ କରିଛି । ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।   The post ପ୍ରେମିକାକୁ ଛୁରାମାଡ଼, ଗୁରୁତର ପ୍ରେମିକା ଏମ୍ସରେ ଭର୍ତ୍ତି appeared first on KNews Odisha.

ପ୍ରେମିକାକୁ ଛୁରାମାଡ଼, ଗୁରୁତର ପ୍ରେମିକା ଏମ୍ସରେ ଭର୍ତ୍ତି
AIIMS

ଖୋର୍ଦ୍ଧା : ପ୍ରେମିକାକୁ ଛୁରାମାଡ଼ । ଗୁରୁତର ପ୍ରେମିକାକୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା ବରୁଣେଇ ନିକଟରେ ହୋଇଛି ଏହି ଛୁରାମାଡ଼ । ୧୦ରୁ ଅଧିକ ଥର ପ୍ରେମିକ ଛୁରାମାଡ଼ କରିଛି । ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

 

The post ପ୍ରେମିକାକୁ ଛୁରାମାଡ଼, ଗୁରୁତର ପ୍ରେମିକା ଏମ୍ସରେ ଭର୍ତ୍ତି appeared first on KNews Odisha.