ବଢିଲା ଖରାଛୁଟି, ଏହିଦିନ ଖୋଲିବ ସ୍କୁଲ
ନୂଆଦିଲ୍ଲୀ,୧୬।୬: ବଢିଲା ଖରା ଛୁଟି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛୁଟି ବଢାଇବାକୁ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମଛୁଟିକୁ ଆହୁରି କିଛିଦିନ ପାଇଁ ବଢାଇ ଦିଆଯାଇଛି। ଜୁନ ୨୮ରେ ସ୍କୁଲ ଖୋଲିବ ବୋଲି ସୂଚନା ଜାରି କରାଯାଇଛି। କହିରଖୁଛୁ କି, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୟୁପି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ୧୨ ବର୍ଷ ପରେ, ଜୁନରେ ୟୁପିରେ ତାପମାତ୍ରା ୪୫ଡିଗ୍ରୀ ପାର କରିଛି। ପୂର୍ବ ସପ୍ତାହର ଗୁରୁବାର ଜୁନ ମାସର ସବୁଠାରୁ ଗରମ […] The post ବଢିଲା ଖରାଛୁଟି, ଏହିଦିନ ଖୋଲିବ ସ୍କୁଲ appeared first on Dharitri Odia News.
ନୂଆଦିଲ୍ଲୀ,୧୬।୬: ବଢିଲା ଖରା ଛୁଟି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛୁଟି ବଢାଇବାକୁ ସରକାର ଏପରି ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମଛୁଟିକୁ ଆହୁରି କିଛିଦିନ ପାଇଁ ବଢାଇ ଦିଆଯାଇଛି। ଜୁନ ୨୮ରେ ସ୍କୁଲ ଖୋଲିବ ବୋଲି ସୂଚନା ଜାରି କରାଯାଇଛି। କହିରଖୁଛୁ କି, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୟୁପି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
୧୨ ବର୍ଷ ପରେ, ଜୁନରେ ୟୁପିରେ ତାପମାତ୍ରା ୪୫ଡିଗ୍ରୀ ପାର କରିଛି। ପୂର୍ବ ସପ୍ତାହର ଗୁରୁବାର ଜୁନ ମାସର ସବୁଠାରୁ ଗରମ ଦିନ ଥିଲା। ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୭ ଡିଗ୍ରୀ ଅଧିକ ଥିଲା । ପାଣିପାଗ ବିଭାଗର ସୂଚନାନୁସାରେ, ଆହୁରି ୩ ଦିନ ଧରି ପ୍ରବଳ ଗରମରୁ ଆଶ୍ୱସ୍ତି ମିଳିବ ନାହିଁ।
The post ବଢିଲା ଖରାଛୁଟି, ଏହିଦିନ ଖୋଲିବ ସ୍କୁଲ appeared first on Dharitri Odia News.