ବନ୍ଧାହେଲେ କୁବେର ଯନ୍ତ୍ରୀ, କୋଟି କେଟି ସମ୍ପତ୍ତି ଦେଖି ପୂରା ଡିପାର୍ଟମେଣ୍ଟ ଟେରା

ଭୁବନେଶ୍ବର ବଡଗଡରେ ଥିବା ଏହି ୩ ମହଲା ଆଲିଶାନ କୋଠା ଉପରେ ଟିକେ ନଜର ପକାନ୍ତୁ । ଘରର ପ୍ରତ୍ୟେକଟି କୋଣରେ ରହିଛି ବାସ୍ତୁ ଅନୁସାରେ ଆଣ୍ଟିକ ପିସ । ଫର୍ଣ୍ଣିଚର ଠାରୁ ଆରମ୍ଭ କରି ଘରର କବାଟ ସବୁକିଛି ଦାମୀ ଶାଗୁଆନ କାଠରେ ତିଆରି ।

ବନ୍ଧାହେଲେ କୁବେର ଯନ୍ତ୍ରୀ, କୋଟି କେଟି ସମ୍ପତ୍ତି ଦେଖି ପୂରା ଡିପାର୍ଟମେଣ୍ଟ ଟେରା
Array