ବିଜେଡିକୁ ବଡ଼ ଝଟ୍‌କା, ହାରିଲେ ରୁଦ୍ର ମହାରାଥୀ

ଭୁବନେଶ୍ୱର,୪।୬: ଗଡ ଭାଙ୍ଗିଲେ ଆଶ୍ରିତ ପଟ୍ଟନାୟକ। ୧୪,୯୯୮ ଖଣ୍ଡ ଭୋଟରେ ରୁଦ୍ର ପ୍ରତାପ ମହରଥୀଙ୍କୁ ହରାଇଲେ ଆଶ୍ରିତ ପଟ୍ଟନାୟକ । ବିଜେଡିର ଗଡ କୁହାଯାଉଥିବା ପିପିଲିରେ ପ୍ରଦୀପ ମହାରାଥୀଙ୍କ ପୁଅଙ୍କୁ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି ଆଶ୍ରିତ। The post ବିଜେଡିକୁ ବଡ଼ ଝଟ୍‌କା, ହାରିଲେ ରୁଦ୍ର ମହାରାଥୀ appeared first on Dharitri Odia News.

ବିଜେଡିକୁ ବଡ଼ ଝଟ୍‌କା, ହାରିଲେ ରୁଦ୍ର ମହାରାଥୀ

ଭୁବନେଶ୍ୱର,୪।୬: ଗଡ ଭାଙ୍ଗିଲେ ଆଶ୍ରିତ ପଟ୍ଟନାୟକ। ୧୪,୯୯୮ ଖଣ୍ଡ ଭୋଟରେ ରୁଦ୍ର ପ୍ରତାପ ମହରଥୀଙ୍କୁ ହରାଇଲେ ଆଶ୍ରିତ ପଟ୍ଟନାୟକ । ବିଜେଡିର ଗଡ କୁହାଯାଉଥିବା ପିପିଲିରେ ପ୍ରଦୀପ ମହାରାଥୀଙ୍କ ପୁଅଙ୍କୁ ଶୋଚନୀୟ ଭାବେ ପରାସ୍ତ କରିଛନ୍ତି ଆଶ୍ରିତ।

The post ବିଜେଡିକୁ ବଡ଼ ଝଟ୍‌କା, ହାରିଲେ ରୁଦ୍ର ମହାରାଥୀ appeared first on Dharitri Odia News.