ବିନୋଦ କୁମାର ପଶାୟତଙ୍କୁ ଭେଟିଲେ ପ୍ରଶନ୍ନ ଆଚାର୍ଯ୍ୟ

ସମ୍ବଲପୁର : କଳା କ୍ଷେତ୍ରରେ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ ଗୀତିକାର ବିନୋଦ କୁମାର ପଶାୟତଙ୍କୁ ଆଜି ତାଙ୍କ ବାସ ଭବନରେ ଭେଟିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ। ସୌଜନମୂଲ୍ୟ ସାକ୍ଷାତକରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ପଦ୍ମଶ୍ରୀ ଉପାଧିରେ ମଣ୍ଡିତ ହେଉଥିବାରୁ ନିଜର କୃତଜ୍ଞତା ଜଣାଇଥିଲେ । ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇ ଶ୍ରୀ ପଶାୟତଙ୍କ ଦୀର୍ଘଜୀବନ କାମନା […] The post ବିନୋଦ କୁମାର ପଶାୟତଙ୍କୁ ଭେଟିଲେ ପ୍ରଶନ୍ନ ଆଚାର୍ଯ୍ୟ appeared first on Odisha.News.

ବିନୋଦ କୁମାର ପଶାୟତଙ୍କୁ ଭେଟିଲେ ପ୍ରଶନ୍ନ ଆଚାର୍ଯ୍ୟ

ସମ୍ବଲପୁର : କଳା କ୍ଷେତ୍ରରେ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ ଗୀତିକାର ବିନୋଦ କୁମାର ପଶାୟତଙ୍କୁ ଆଜି ତାଙ୍କ ବାସ ଭବନରେ ଭେଟିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ। ସୌଜନମୂଲ୍ୟ ସାକ୍ଷାତକରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ପଦ୍ମଶ୍ରୀ ଉପାଧିରେ ମଣ୍ଡିତ ହେଉଥିବାରୁ ନିଜର କୃତଜ୍ଞତା ଜଣାଇଥିଲେ । ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇ ଶ୍ରୀ ପଶାୟତଙ୍କ ଦୀର୍ଘଜୀବନ କାମନା କରିଛନ୍ତି।ଏହି ସମୟରେ ରାଜ୍ୟ ବାରିକ ସମାଜର ଉପ ସଭାପତି ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ହୀରାଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

The post ବିନୋଦ କୁମାର ପଶାୟତଙ୍କୁ ଭେଟିଲେ ପ୍ରଶନ୍ନ ଆଚାର୍ଯ୍ୟ appeared first on Odisha.News.