ବିସିସିଆଇରୁ ଭିଭିଏସ ଲକ୍ଷ୍ମଣଙ୍କୁ ମିଳିଲା ବଡ ଅଫର
ନୂଆଦିଲ୍ଲୀ,୧୫।୮: ପୂର୍ବତନ ଭାରତୀୟ ଦଳର ଭେଟେରାନ କ୍ରିକେଟର ଭିଭଏସ ଲକ୍ଷ୍ମଣ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ମୁଖ୍ୟ ରହିବେ। ବିସିସିଆଇ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛି। ନଭେମ୍ବର ୨୦୨୧ରୁ ତାଙ୍କର ପ୍ରଥମ ତିନି-ବର୍ଷ ଚୁକ୍ତିନାମା ଆରମ୍ଭ ହୋଇଥିଲା, ଯାହା ଚଳିତ ବର୍ଷ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଥିଲା। ତଥାପି, ବର୍ତ୍ତମାନ ପ୍ରଶ୍ନ ଆହୁରି ଉଠୁଛି ଯେ ଯଦି ଭିଭିଏସ ଲକ୍ଷ୍ମଣ ଏନସିଏ ମୁଖ୍ୟ ପୋଷ୍ଟରେ ରହିବେ, ତେବେ ଆଇପିଏଲ ୨୦୨୪(ଆଇପିଏଲ […] The post ବିସିସିଆଇରୁ ଭିଭିଏସ ଲକ୍ଷ୍ମଣଙ୍କୁ ମିଳିଲା ବଡ ଅଫର appeared first on Dharitri Odia News.
ନୂଆଦିଲ୍ଲୀ,୧୫।୮: ପୂର୍ବତନ ଭାରତୀୟ ଦଳର ଭେଟେରାନ କ୍ରିକେଟର ଭିଭଏସ ଲକ୍ଷ୍ମଣ ବାଙ୍ଗାଲୋରର ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ମୁଖ୍ୟ ରହିବେ। ବିସିସିଆଇ ଏକ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛି। ନଭେମ୍ବର ୨୦୨୧ରୁ ତାଙ୍କର ପ୍ରଥମ ତିନି-ବର୍ଷ ଚୁକ୍ତିନାମା ଆରମ୍ଭ ହୋଇଥିଲା, ଯାହା ଚଳିତ ବର୍ଷ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଥିଲା। ତଥାପି, ବର୍ତ୍ତମାନ ପ୍ରଶ୍ନ ଆହୁରି ଉଠୁଛି ଯେ ଯଦି ଭିଭିଏସ ଲକ୍ଷ୍ମଣ ଏନସିଏ ମୁଖ୍ୟ ପୋଷ୍ଟରେ ରହିବେ, ତେବେ ଆଇପିଏଲ ୨୦୨୪(ଆଇପିଏଲ ୨୦୨୫)ର ଅଂଶ କିପରି ହେବେ।
ସୂଚନାଯୋଗ୍ୟ, ଆଇପିଏଲ ଫ୍ରାଞ୍ଚାଇଜରୁ ହେଡ କୋଚ ହେବାକୁ ତାଙ୍କୁ ଅଫର ମିଳିଛି। ତେବେ ଲକ୍ଷ୍ମଣ ଏନସିଏ ପଦରେ ରହିବା ଆଇପିଏଲ କୋଚିଂକୁ ନେଇ ସସପେନ୍ସ ଉପରେ ପୂର୍ଣ୍ଣ ବିରାମ ଲଗାଇଛି।
The post ବିସିସିଆଇରୁ ଭିଭିଏସ ଲକ୍ଷ୍ମଣଙ୍କୁ ମିଳିଲା ବଡ ଅଫର appeared first on Dharitri Odia News.