ବ୍ରାଉନ୍ ସୁଗାର ଧରି ଫେରାର ହେଲା ବେଳେ ଏହି ସ୍ଥାନରେ ନିଶା ମାଫିଆ ଶେଖ୍ ଜାମଶେଦକୁ ହେଲା ଏନକାଉଣ୍ଟର...
ଜୟଦେବ ବାଟିକା ନିକଟରେ କମିଶନରେଟ ପୋଲିସର ସ୍ପେସଲ କ୍ରାଇମ୍ ୟୁନିଟ ଏନକାଉଣ୍ଟର କରିଛି । ତା ଦେହରେ ୨ଟି ଗୁଳି ବାଜିଛି । ଜମଶେଦ ନିକଟରୁ ୨୦୦ଗ୍ରାମ ବ୍ରାଉନ ସୁଗର, ବନ୍ଧୁକ ଓ ବାଇକ ଜବତ ହୋଇଛି। Odisha Bhaskar is one of the state's l
ଜୟଦେବ ବାଟିକା ନିକଟରେ କମିଶନରେଟ ପୋଲିସର ସ୍ପେସଲ କ୍ରାଇମ୍ ୟୁନିଟ ଏନକାଉଣ୍ଟର କରିଛି । ତା ଦେହରେ ୨ଟି ଗୁଳି ବାଜିଛି । ଜମଶେଦ ନିକଟରୁ ୨୦୦ଗ୍ରାମ ବ୍ରାଉନ ସୁଗର, ବନ୍ଧୁକ ଓ ବାଇକ ଜବତ ହୋଇଛି।
Odisha Bhaskar is one of the state's l