ଭୁବନେଶ୍ୱର ବିମାନବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ୍ ଠାବ, ଡଗ୍ ସ୍କ୍ବାଡ୍‌ର ଯାଞ୍ଚ

ଭୁବନେଶ୍ବର ୧୪।୫: ଭୁବନେଶ୍ୱର ବିମାନବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ୍ ଠାବ ହୋଇଛି । ସନ୍ଦିଗ୍ଧ ବ୍ୟାଗ୍ ଜବତ କରିଛି ସିଆଇଏସଏଫ୍ । ବିମାନବନ୍ଦରର ଆଗମନ ନିକଟରେ ଟ୍ରଲି ଉପରେ ଏକ ବ୍ୟାଗ୍ ବହୁ ସମୟ ଧରି ରହିଥିଲା । ତୁରନ୍ତ ସିଆଇଏସଏଫ୍ ଯବାନ ମାନେ ଏ ବିଷୟରେ ଜାଣିବା ପରେ ଡଗ୍ ସ୍କ୍ବାଡ୍ ଟିମ୍ ଯାଞ୍ଚ କରିଛନ୍ତି । ବ୍ୟାଗ୍‌ ଭିତରେ କ’ଣ କ’ଣ ଅଛି ତାକୁ ନେଇ ସିଆଇଏସ୍‌ଏଫ୍ ଯବାନ ମାନେ ବ୍ୟାଗ୍‌ଟିକୁ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି ।You Can Read:DVF ଓ CRPF ଫୋର୍ସର କମ୍ବିଂ ଅପରେସନ୍ : ଖସିଗଲେ ମାଓବାଦୀ, ରାସନ ସାମଗ୍ରୀ ଜବତ 

ଭୁବନେଶ୍ୱର ବିମାନବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ୍ ଠାବ, ଡଗ୍ ସ୍କ୍ବାଡ୍‌ର ଯାଞ୍ଚ

ଭୁବନେଶ୍ବର ଭୁବନେଶ୍ୱର ବିମାନବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ୍ ଠାବ ହୋଇଛି । ସନ୍ଦିଗ୍ଧ ବ୍ୟାଗ୍ ଜବତ କରିଛି ସିଆଇଏସଏଫ୍ । ବିମାନବନ୍ଦରର ଆଗମନ ନିକଟରେ ଟ୍ରଲି ଉପରେ ଏକ ବ୍ୟାଗ୍ ବହୁ ସମୟ ଧରି ରହିଥିଲା । ତୁରନ୍ତ ସିଆଇଏସଏଫ୍ ଯବାନ ମାନେ ଏ ବିଷୟରେ ଜାଣିବା ପରେ ଡଗ୍ ସ୍କ୍ବାଡ୍ ଟିମ୍ ଯାଞ୍ଚ କରିଛନ୍ତି । ବ୍ୟାଗ୍‌ ଭିତରେ କ’ଣ କ’ଣ ଅଛି ତାକୁ ନେଇ ସିଆଇଏସ୍‌ଏଫ୍ ଯବାନ ମାନେ ବ୍ୟାଗ୍‌ଟିକୁ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି ।

You Can Read:

DVF ଓ CRPF ଫୋର୍ସର କମ୍ବିଂ ଅପରେସନ୍ : ଖସିଗଲେ ମାଓବାଦୀ, ରାସନ ସାମଗ୍ରୀ ଜବତ