ମଦ ଓ ଟଙ୍କାରେ ଫସିଗଲା ଆପ୍: ଆନ୍ନା ହଜାେର

ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ ତଥା ଦୁର୍ନୀତି ବିରୋଧୀ ଆନ୍ଦୋଳନର ଅନ୍ୟତମ ନେତା ଆନ୍ନା ହଜାରେଙ୍କ ବଡ ବୟାନ ଆସିଛି। ସେ କହିଛନ୍ତି, ଆପ୍‌ ମଦ ଓ ଟଙ୍କାରେ ଫସିଗଲା । ଏହାବ୍ୟତୀତ ଦଳୀୟ ପ୍ରାର୍ଥୀଙ୍କର ଚରିତ୍ରରେ ଲାଗିଥÒବା ଆଞ୍ଚକୁ ନେଇ ହେଭିୱେଟ ନେତାମାନେ ହାରିଛନ୍ତି। ସେ କହିଛନ୍ତି ‘ ମୁଁ ବହୁ ଆଗରୁ କହି ଆସୁଛି ଯେ ନିର୍ବାଚନ ଲଢିବା ସମୟରେ ପ୍ରାର୍ଥୀଙ୍କର ଚରିତ୍ର, ଚିନ୍ତାଧାରା ଏବଂ ଭାବମୂର୍ତ୍ତିକୁ ପରଖୀବା ଦରକାର। କିନ୍ତୁ ଆପ୍ ଏହାକୁ […]

ମଦ ଓ ଟଙ୍କାରେ ଫସିଗଲା ଆପ୍: ଆନ୍ନା ହଜାେର
App is trapped in liquor and money Anna Hazare

ନୂଆଦିଲ୍ଲୀ: ବିଶିଷ୍ଟ ସାମାଜିକ କର୍ମୀ ତଥା ଦୁର୍ନୀତି ବିରୋଧୀ ଆନ୍ଦୋଳନର ଅନ୍ୟତମ ନେତା ଆନ୍ନା ହଜାରେଙ୍କ ବଡ ବୟାନ ଆସିଛି। ସେ କହିଛନ୍ତି, ଆପ୍‌ ମଦ ଓ ଟଙ୍କାରେ ଫସିଗଲା । ଏହାବ୍ୟତୀତ ଦଳୀୟ ପ୍ରାର୍ଥୀଙ୍କର ଚରିତ୍ରରେ ଲାଗିଥÒବା ଆଞ୍ଚକୁ ନେଇ ହେଭିୱେଟ ନେତାମାନେ ହାରିଛନ୍ତି। ସେ କହିଛନ୍ତି ‘ ମୁଁ ବହୁ ଆଗରୁ କହି ଆସୁଛି ଯେ ନିର୍ବାଚନ ଲଢିବା ସମୟରେ ପ୍ରାର୍ଥୀଙ୍କର ଚରିତ୍ର, ଚିନ୍ତାଧାରା ଏବଂ ଭାବମୂର୍ତ୍ତିକୁ ପରଖୀବା ଦରକାର। କିନ୍ତୁ ଆପ୍ ଏହାକୁ ହୃଦୟଙ୍ଗମ କରିପାରିଲା ନାହିଁ। ସେମାନେ ମଦ ଏବଂ ଟଙ୍କାରେ ଫସିଗଲେ। ଏହି ଦୁର୍ନୀତି କେଜ୍ରିୱାଲଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଛି। ଆଉ ଏହି କାରଣ ପାଇଁ ମଧ୍ୟ ଦଳ ଲୋକଙ୍କ ଆକ୍ରୋଶର ଶିକାର ହେବା ସହିତ କମ୍‌ ଭୋଟ ପାଇଛି’ ବୋଲି ଆନ୍ନା କହିଛନ୍ତି।