ମେହେନ୍ଦୀ, ସଙ୍ଗୀତର ଫଟୋ ଶେୟାର କଲେ ଜାଗୃତି ଶୁକ୍ଳା, ଆଜି ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୧୧।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ଶେଷ ହୋଇଛି। ଉଭୟ ଆଜି ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଉଭୟଙ୍କ ସଙ୍ଗୀତ, ମେହେନ୍ଦୀ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆଉ କେହି ନୁହେଁ ବରଂ ଜାଗୃତି ନିଜେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋ ଭାଇରାଲ ହେବା ପରେ ୟୁସର୍ଜ କମେଣ୍ଟ ଦେଉଛନ୍ତି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ […] The post ମେହେନ୍ଦୀ, ସଙ୍ଗୀତର ଫଟୋ ଶେୟାର କଲେ ଜାଗୃତି ଶୁକ୍ଳା, ଆଜି ପଡ଼ିବ ହାତଗଣ୍ଠି appeared first on Dharitri Odia News.

ମେହେନ୍ଦୀ, ସଙ୍ଗୀତର ଫଟୋ ଶେୟାର କଲେ ଜାଗୃତି ଶୁକ୍ଳା, ଆଜି ପଡ଼ିବ ହାତଗଣ୍ଠି

ଭୁବନେଶ୍ୱର,୧୧।୩: ଓଲିଉଡ଼ର ବହୁ ଚର୍ଚ୍ଚିତ ଚେହେରା ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳାଙ୍କ ନିର୍ବନ୍ଧ ଶେଷ ହୋଇଛି। ଉଭୟ ଆଜି ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ଉଭୟଙ୍କ ସଙ୍ଗୀତ, ମେହେନ୍ଦୀ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆଉ କେହି ନୁହେଁ ବରଂ ଜାଗୃତି ନିଜେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋ ଭାଇରାଲ ହେବା ପରେ ୟୁସର୍ଜ କମେଣ୍ଟ ଦେଉଛନ୍ତି।

ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ ଦିନରୁ ବିଭିନ୍ନ ଗଣମାଧ୍ୟମରେ ଅନୁଭବ- ଜାଗୃତିଙ୍କ ବିବାହ ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିଲା। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ନିର୍ବନ୍ଧ ଫଟୋ ନିଜେ ଜାଗୃତି ଶେୟାର କରିଥିଲେ।

 

View this post on Instagram

 

A post shared by The Cine Clouds (@thecineclouds)

The post ମେହେନ୍ଦୀ, ସଙ୍ଗୀତର ଫଟୋ ଶେୟାର କଲେ ଜାଗୃତି ଶୁକ୍ଳା, ଆଜି ପଡ଼ିବ ହାତଗଣ୍ଠି appeared first on Dharitri Odia News.