ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେବେ ସଞ୍ଜୟ
ନୂଆଦିଲ୍ଲୀ,୧୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଆମ୍ ଆଦ୍ମୀ ପାର୍ଟି ନେତା ସଞ୍ଜୟ ସିଂ ମଙ୍ଗଳବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ତାଙ୍କୁ ପାର୍ଲାମେଣ୍ଟକୁ ନେବା ପାଇଁ ଦିଲ୍ଲୀର ଏକ ଅଦାଲତ ତିହାର ଜେଲ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସ୍ବତନ୍ତ୍ର ବିଚାରପତି ଏମ୍.କେ. ନାଗପାଲ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ କହିଛନ୍ତି। ସଞ୍ଜୟ ଶପଥ ନେଇସାରିବା ପରେ ତାଙ୍କୁ ଜେଲ୍କୁ […] The post ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେବେ ସଞ୍ଜୟ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଆମ୍ ଆଦ୍ମୀ ପାର୍ଟି ନେତା ସଞ୍ଜୟ ସିଂ ମଙ୍ଗଳବାର ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ତାଙ୍କୁ ପାର୍ଲାମେଣ୍ଟକୁ ନେବା ପାଇଁ ଦିଲ୍ଲୀର ଏକ ଅଦାଲତ ତିହାର ଜେଲ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମୟରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସ୍ବତନ୍ତ୍ର ବିଚାରପତି ଏମ୍.କେ. ନାଗପାଲ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ କହିଛନ୍ତି। ସଞ୍ଜୟ ଶପଥ ନେଇସାରିବା ପରେ ତାଙ୍କୁ ଜେଲ୍କୁ ଫେରାଇ ଅଣାଯିବ।
The post ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେବେ ସଞ୍ଜୟ appeared first on Dharitri Odia News.