ରାତି ପାହିଲେ ପବିତ୍ର ମାଘ ସପ୍ତମୀ, ଭୋର ୪ଟା ୩୪ ମିନିଟ୍ରେ ବୁଡ ପକାଇବେ ଶ୍ରଦ୍ଧାଳୁ
ଭୁବନେଶ୍ୱର,୧୫।୨: ରାତି ପାହିଲେ ପବିତ୍ର ମାଘ ସପ୍ତମୀ। ଭୋର ୪ଟା ୩୪ ମିନିଟ୍ରେ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁ ବୁଡ ପକାଇବେ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାରିଜଣ ଆଡିସନାଲ ଏସପିଙ୍କ ସମେତ ୩୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ରାତି ସାଢେ ୩ଟା ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ମହାସ୍ନାନ କରିବା ପରେ ଶୁକ୍ରବାର ଭୋର […] The post ରାତି ପାହିଲେ ପବିତ୍ର ମାଘ ସପ୍ତମୀ, ଭୋର ୪ଟା ୩୪ ମିନିଟ୍ରେ ବୁଡ ପକାଇବେ ଶ୍ରଦ୍ଧାଳୁ appeared first on Dharitri Odia News.
ଭୁବନେଶ୍ୱର,୧୫।୨: ରାତି ପାହିଲେ ପବିତ୍ର ମାଘ ସପ୍ତମୀ। ଭୋର ୪ଟା ୩୪ ମିନିଟ୍ରେ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁ ବୁଡ ପକାଇବେ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଚାରିଜଣ ଆଡିସନାଲ ଏସପିଙ୍କ ସମେତ ୩୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ରାତି ସାଢେ ୩ଟା ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚି ମହାସ୍ନାନ କରିବା ପରେ ଶୁକ୍ରବାର ଭୋର ୪ଟା ୩୪ ମିନିଟରେ ଶ୍ରଦ୍ଧାଳୁମାନଙ୍କୁ ବୁଡ ପକାଇବାକୁ ଅନୁମତି ଦିଆଯିବ।
The post ରାତି ପାହିଲେ ପବିତ୍ର ମାଘ ସପ୍ତମୀ, ଭୋର ୪ଟା ୩୪ ମିନିଟ୍ରେ ବୁଡ ପକାଇବେ ଶ୍ରଦ୍ଧାଳୁ appeared first on Dharitri Odia News.