ସ୍ଵାଧୀନ ବିଧାୟକ ପ୍ରାର୍ଥୀ ସୋନାଲି ବିଶିଙ୍କ ପ୍ରଚାର, ଶୋଭାଯାତ୍ରାରେ ଶହ ଶହ ଚାଷୀ ସାମିଲ
ବିନିକା ୭।୫: ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର ରାମପୁର ଠାରେ ନବନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀ ସୋନାଲି ବିଶି ରାମପୁର ଶିବ ମନ୍ଦିରରେ ପୂଜା କରି ଏକ ବିରାଟ ଶୋଭାଯାତ୍ରାରେ ରାମପୁର ବସ୍ତିରୁ ତହସିଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ l ଏହି ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ଶହଶହ ଚାଷୀ ମାନଙ୍କୁ ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀ ନେତ୍ରୀ ସୋନାଲି ବିଶି ସିଧା ସଳଖ ଏଠାକାର ବିଧାୟକ ହୋଇଥିବା ତଥା ବହୁ ପଦ ପଦବୀରେ ମନ୍ତ୍ରୀ ଥିବା ମନ୍ତ୍ରୀଙ୍କୁ ନିଜ ଅଞ୍ଚଳର କୌଣସି ବିକାଶ ହୋଇ ନାହିଁ ବୋଲି ଅଭିଯୋଗ କରିଥିଲେ । ଯଦି ଆଗାମୀ ଦିନରେ ଚାଷୀ ସରକାର ଆସିଲେ ଧାନର ଉଚିତ ମୂଲ୍ୟ ଦିଆଯିବ କଟନି ଛଟନି ବନ୍ଦ କରାଯିବ ବୋଲି କହିଛନ୍ତି। ଚାଷୀ ମାନଙ୍କ ପାଇଁ କୋଲ ଷ୍ଟୋରେଜ କରାଯିବ ବୋଲି କହିଛନ୍ତି ।You Can Read :ନିର୍ବାଚନ ଯେତିକି ପାଖେଇ ଆସୁଛି ରୋଚକ ହେଉଛି ଦଳଡିଆଁ : ଆଠଗଡ ବିଜେଡିରେ ସାମିଲ ୨ ଶହରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ
ବିନିକା ୭।୫: ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀର ରାମପୁର ଠାରେ ନବନିର୍ମାଣ କୃଷକ ସଂଗଠନର ପ୍ରାର୍ଥୀ ସୋନାଲି ବିଶି ରାମପୁର ଶିବ ମନ୍ଦିରରେ ପୂଜା କରି ଏକ ବିରାଟ ଶୋଭାଯାତ୍ରାରେ ରାମପୁର ବସ୍ତିରୁ ତହସିଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ l ଏହି ନିର୍ବାଚନୀ ପ୍ରଚାର ଶୋଭାଯାତ୍ରାରେ ଶହଶହ ଚାଷୀ ମାନଙ୍କୁ ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀ ନେତ୍ରୀ ସୋନାଲି ବିଶି ସିଧା ସଳଖ ଏଠାକାର ବିଧାୟକ ହୋଇଥିବା ତଥା ବହୁ ପଦ ପଦବୀରେ ମନ୍ତ୍ରୀ ଥିବା ମନ୍ତ୍ରୀଙ୍କୁ ନିଜ ଅଞ୍ଚଳର କୌଣସି ବିକାଶ ହୋଇ ନାହିଁ ବୋଲି ଅଭିଯୋଗ କରିଥିଲେ । ଯଦି ଆଗାମୀ ଦିନରେ ଚାଷୀ ସରକାର ଆସିଲେ ଧାନର ଉଚିତ ମୂଲ୍ୟ ଦିଆଯିବ କଟନି ଛଟନି ବନ୍ଦ କରାଯିବ ବୋଲି କହିଛନ୍ତି। ଚାଷୀ ମାନଙ୍କ ପାଇଁ କୋଲ ଷ୍ଟୋରେଜ କରାଯିବ ବୋଲି କହିଛନ୍ତି ।
You Can Read :