୩୫ ଟପିଲା ରାଜଧାନୀ ତାତି:ଖରା ଦିନ ନ ଆସୁଣୁ କଲବଲ କରୁଛି ତାତି

ଭୁବନେଶ୍ୱର:ରାଜଧାନୀରେ ୩୫ ଡିଗ୍ରୀ ଅତିକ୍ରମ କଲା ତାତି। ଖରା ଦିନ ନ ଆସୁଣୁ ରାଜଧାନୀରେ ଖରାର ରାଜ।ଭୁବନେଶ୍ବରର ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ବୃଦ୍ଧି ହୋଇଛି।ଝାରସୁଗୁଡାରୁ ଆରମ୍ଭ କରି ଅନୁଗୁଳ, ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ଖରା ମାଡି ଆସିଲାଣି।ରାଜ୍ୟରେ ପ୍ରଥମ ଥର ପାଇଁ ଝାରସୁଗୁଡାରେ ୩୭ ଡିଗ୍ରୀ ଡ଼ିଗ୍ରୀ ଛୁଇଁଛି ସର୍ବୋଚ୍ଚ ତାପମାତ୍ରା । ସେହିପରି ଟ୍ବିନସିଟିରେ ମଧ୍ୟ ତାପମାତ୍ରା ବୃଦ୍ଧି […]

୩୫ ଟପିଲା ରାଜଧାନୀ ତାତି:ଖରା ଦିନ ନ ଆସୁଣୁ କଲବଲ କରୁଛି ତାତି

ଭୁବନେଶ୍ୱର:ରାଜଧାନୀରେ ୩୫ ଡିଗ୍ରୀ ଅତିକ୍ରମ କଲା ତାତି। ଖରା ଦିନ ନ ଆସୁଣୁ ରାଜଧାନୀରେ ଖରାର ରାଜ।ଭୁବନେଶ୍ବରର ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୩୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଦିନ ସହ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ବୃଦ୍ଧି ହୋଇଛି।ଝାରସୁଗୁଡାରୁ ଆରମ୍ଭ କରି ଅନୁଗୁଳ, ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ଖରା ମାଡି ଆସିଲାଣି।ରାଜ୍ୟରେ ପ୍ରଥମ ଥର ପାଇଁ ଝାରସୁଗୁଡାରେ ୩୭ ଡିଗ୍ରୀ ଡ଼ିଗ୍ରୀ ଛୁଇଁଛି ସର୍ବୋଚ୍ଚ ତାପମାତ୍ରା । ସେହିପରି ଟ୍ବିନସିଟିରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ଭୁବନେଶ୍ବରର ତାପମାତ୍ରା ୩୫ ଡିଗ୍ରୀ ପାର କରିଛି।