ବଜ୍ରାଘାତରେ ଦୁଇ ମୃତ, ଜଣେ ଗୁରୁତର

ସୋର : ବଜ୍ରାଘାତରେ ଦୁଇ ମୃତ, ଜଣେ ଗୁରୁତର  l  ବିଲର ହିଡ ହାଣିଲା ବେଳେ ହେଲା ବଜ୍ରାଘାତ l ସୋର ବ୍ଲକ ଗୋପୀନାଥ ପୁର ରାଇପିତlମ୍ୱରପୁର ଗାଁର ଦୟା ମଳିକ 45 ଓ ବାବୁରା ବିଶ୍ବାଳଙ୍କ ବଜ୍ରାଘାତରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁରେନ୍ଦ୍ର ସାହୁ ଆହତ ହୋଇଛନ୍ତି l ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l The post ବଜ୍ରାଘାତରେ ଦୁଇ ମୃତ, ଜଣେ ଗୁରୁତର appeared first on KNews Odisha.

ବଜ୍ରାଘାତରେ ଦୁଇ ମୃତ, ଜଣେ ଗୁରୁତର
lightning

ସୋର : ବଜ୍ରାଘାତରେ ଦୁଇ ମୃତ, ଜଣେ ଗୁରୁତର  l  ବିଲର ହିଡ ହାଣିଲା ବେଳେ ହେଲା ବଜ୍ରାଘାତ l ସୋର ବ୍ଲକ ଗୋପୀନାଥ ପୁର ରାଇପିତlମ୍ୱରପୁର ଗାଁର ଦୟା ମଳିକ 45 ଓ ବାବୁରା ବିଶ୍ବାଳଙ୍କ ବଜ୍ରାଘାତରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସୁରେନ୍ଦ୍ର ସାହୁ ଆହତ ହୋଇଛନ୍ତି l ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

The post ବଜ୍ରାଘାତରେ ଦୁଇ ମୃତ, ଜଣେ ଗୁରୁତର appeared first on KNews Odisha.